Text copied!
CopyCompare
ଓଡିଆ ବାଇବେଲ - ପ୍ରକାଶିତ - ପ୍ରକାଶିତ 19

ପ୍ରକାଶିତ 19:10

Help us?
Click on verse(s) to share them!
10ତହିଁରେ ମୁଁ ତାହାଙ୍କୁ ପ୍ରଣାମ କରିବା ନିମନ୍ତେ ତାହାଙ୍କ ପାଦ ତଳେ ଉବୁଡ଼ ହେଲି । ସେଥିରେ ସେ ମୋତେ କହିଲେ, ସାବଧାନ, ଏହା କର ନାହିଁ, ମୁଁ ତୁମ୍ଭର ଓ ଯୀଶୁଙ୍କ ସାକ୍ଷୀ ଯେ ତୁମ୍ଭର ଭାଇଗଣ, ସେମାନଙ୍କର ସହଦାସ; ଈଶ୍ୱରଙ୍କୁ ପ୍ରଣାମ କର । ଯୀଶୁଙ୍କ ବିଷୟକ ସାକ୍ଷ୍ୟ ତ ସାର ।

Read ପ୍ରକାଶିତ 19ପ୍ରକାଶିତ 19
Compare ପ୍ରକାଶିତ 19:10ପ୍ରକାଶିତ 19:10