Text copied!
CopyCompare
ଓଡିଆ ବାଇବେଲ - ବିଚାରକର୍ତ୍ତା - ବିଚାରକର୍ତ୍ତା 10

ବିଚାରକର୍ତ୍ତା 10:1

Help us?
Click on verse(s) to share them!
1ଅବୀମେଲକ୍‍ର ମରଣ ଉତ୍ତାରେ ଇଷାଖର ବଂଶୀୟ ଦୋଦୟର ପୌତ୍ର, ପୂୟାର ପୁତ୍ର ତୋଲୟ ଇସ୍ରାଏଲର ଉଦ୍ଧାର ନିମନ୍ତେ ଉତ୍ପନ୍ନ ହେଲେ; ସେ ଇଫ୍ରୟିମ ପର୍ବତମୟ ଦେଶସ୍ଥ ଶାମୀରରେ ବାସ କଲେ।

Read ବିଚାରକର୍ତ୍ତା 10ବିଚାରକର୍ତ୍ତା 10
Compare ବିଚାରକର୍ତ୍ତା 10:1ବିଚାରକର୍ତ୍ତା 10:1