Text copied!
CopyCompare
ଓଡିଆ ବାଇବେଲ - ଗୀତସଂହିତା - ଗୀତସଂହିତା 145

ଗୀତସଂହିତା 145:7-8

Help us?
Click on verse(s) to share them!
7ସେମାନେ ତୁମ୍ଭର ମହାମଙ୍ଗଳଭାବ ବର୍ଣ୍ଣନା କରିବେ ଓ ତୁମ୍ଭ ଧର୍ମ ବିଷୟ ଗାନ କରିବେ।
8ସଦାପ୍ରଭୁ କୃପାବାନ ଓ ସ୍ନେହଶୀଳ; କ୍ରୋଧରେ ଧୀର ଓ ଦୟାରେ ମହାନ।

Read ଗୀତସଂହିତା 145ଗୀତସଂହିତା 145
Compare ଗୀତସଂହିତା 145:7-8ଗୀତସଂହିତା 145:7-8