Text copied!
CopyCompare
ଓଡିଆ ବାଇବେଲ - ଗୀତସଂହିତା - ଗୀତସଂହିତା 122

ଗୀତସଂହିତା 122:1

Help us?
Click on verse(s) to share them!
1ଆରୋହଣ ଗୀତ; ଦାଉଦଙ୍କ ରଚିତ। “ଆସ, ଆମ୍ଭେମାନେ ସଦାପ୍ରଭୁଙ୍କ ଗୃହକୁ ଯାଉ,” ଏହି କଥା ଲୋକମାନେ ମୋତେ କହିବା ବେଳେ ମୁଁ ଆନନ୍ଦିତ ହେଲି।

Read ଗୀତସଂହିତା 122ଗୀତସଂହିତା 122
Compare ଗୀତସଂହିତା 122:1ଗୀତସଂହିତା 122:1