Text copied!
CopyCompare
ଓଡିଆ ବାଇବେଲ - ଫିଲିପ୍ପୀୟ - ଫିଲିପ୍ପୀୟ 4

ଫିଲିପ୍ପୀୟ 4:3-4

Help us?
Click on verse(s) to share them!
3ପୁଣି, ହେ ପ୍ରକୃତ ସହକାରୀ, ଏହି ମହିଳାମାନଙ୍କୁ ସାହାଯ୍ୟ କରିବା ପାଇଁ ତୁମ୍ଭକୁ ମଧ୍ୟ ନିବେଦନ କରୁଅଛି, କାରଣ ଏମାନେ କ୍ଳେମେନ୍‍ସ୍‍ ଓ ମୋହର ଅନ୍ୟ ସହକର୍ମୀମାନଙ୍କ ସଙ୍ଗରେ ସୁସମାଚାର କାର୍ଯ୍ୟରେ ମୋ' ସହିତ ପରିଶ୍ରମ କରିଅଛନ୍ତି; ସେହି ସହକର୍ମୀମାନଙ୍କର ନାମ ଜୀବନ ପୁସ୍ତକରେ ଅଛି ।
4ସର୍ବଦା ପ୍ରଭୁଙ୍କଠାରେ ଆନନ୍ଦ କର, ପୁନଶ୍ଚ କହୁଅଛି, ଆନନ୍ଦ କର ।

Read ଫିଲିପ୍ପୀୟ 4ଫିଲିପ୍ପୀୟ 4
Compare ଫିଲିପ୍ପୀୟ 4:3-4ଫିଲିପ୍ପୀୟ 4:3-4