Text copied!
CopyCompare
ଓଡିଆ ବାଇବେଲ - ପ୍ରେରିତ - ପ୍ରେରିତ 10

ପ୍ରେରିତ 10:12-13

Help us?
Click on verse(s) to share them!
12ସେଥିରେ ପୃଥିବୀର ସବୁପ୍ରକାର ଚାରିଗୋଡିଆ ପ୍ରାଣୀ, ସରୀସୃପ ଓ ଆକାଶର ପକ୍ଷୀଗୁଡ଼ିକ ଅଛନ୍ତି ।
13ଆଉ, ତାହାଙ୍କ ପ୍ରତି ଏହି ବାଣୀ ହେଲା, ହେ ପିତର, ଉଠ, ବଧ କରି ଖାଅ ।

Read ପ୍ରେରିତ 10ପ୍ରେରିତ 10
Compare ପ୍ରେରିତ 10:12-13ପ୍ରେରିତ 10:12-13