Text copied!
CopyCompare
ଓଡିଆ ବାଇବେଲ - ହିତୋପଦେଶ - ହିତୋପଦେଶ 5

ହିତୋପଦେଶ 5:16-17

Help us?
Click on verse(s) to share them!
16ତୁମ୍ଭର ନିର୍ଝର କ’ଣ ବାହାରେ ଏଣେତେଣେ ବିସ୍ତାରିତ ହେବ ? ଓ ରାଜଦାଣ୍ଡରେ କ’ଣ ଜଳସ୍ରୋତ ବହିଯିବ ?
17ତାହା କେବଳ ତୁମ୍ଭର ହେଉ, ତୁମ୍ଭ ସହିତ ଅପରିଚିତ ଲୋକମାନଙ୍କର ନ ହେଉ।

Read ହିତୋପଦେଶ 5ହିତୋପଦେଶ 5
Compare ହିତୋପଦେଶ 5:16-17ହିତୋପଦେଶ 5:16-17