Text copied!
CopyCompare
ଓଡିଆ ବାଇବେଲ - ହିତୋପଦେଶ - ହିତୋପଦେଶ 23

ହିତୋପଦେଶ 23:2-3

Help us?
Click on verse(s) to share them!
2ଯେବେ ତୁମ୍ଭେ ପେଟାର୍ଥୀ ହୁଅ, ତୁମ୍ଭେ ଆପଣା ଗଳାରେ ଛୁରୀ ଆପେ ରଖ।
3ତାହାର ସୁସ୍ୱାଦୁ ଖାଦ୍ୟକୁ ଲୋଭ କର ନାହିଁ; ଯେହେତୁ ତାହା ପ୍ରବଞ୍ଚନାଜନକ ଖାଦ୍ୟ।

Read ହିତୋପଦେଶ 23ହିତୋପଦେଶ 23
Compare ହିତୋପଦେଶ 23:2-3ହିତୋପଦେଶ 23:2-3