Text copied!
Bibles in Odia

ହିତୋପଦେଶ 8:16-17 in Odia

Help us?

ହିତୋପଦେଶ 8:16-17 in ଓଡିଆ ବାଇବେଲ

16 ମୋ’ ଦ୍ୱାରା ଅଧିପତିମାନେ, କୁଳୀନମାନେ ଓ ପୃଥିବୀର ସମସ୍ତ ବିଚାରକର୍ତ୍ତୃଗଣ ଶାସନ କରନ୍ତି।
17 ଯେଉଁମାନେ ମୋତେ ପ୍ରେମ କରନ୍ତି, ମୁଁ ସେମାନଙ୍କୁ ପ୍ରେମ କରେ, ପୁଣି ଯେଉଁମାନେ ଯତ୍ନରେ ମୋହର ଅନ୍ୱେଷଣ କରନ୍ତି, ସେମାନେ ମୋତେ ପାଇବେ।
ହିତୋପଦେଶ 8 in ଓଡିଆ ବାଇବେଲ