Text copied!
Bibles in Odia

ହିତୋପଦେଶ 6:14-15 in Odia

Help us?

ହିତୋପଦେଶ 6:14-15 in ଓଡିଆ ବାଇବେଲ

14 ତାହାର ଅନ୍ତଃକରଣରେ କୁଟିଳତା ଥାଏ, ସେ ସର୍ବଦା ଅନିଷ୍ଟ ଚିନ୍ତା କରେ; ସେ କଳିର ବୀଜ ବୁଣେ।
15 ଏଣୁ ତାହାର ବିପଦ ହଠାତ୍‍ ଉପସ୍ଥିତ ହେବ, ପୁଣି, ସେ ପ୍ରତିକାର ବିନା ଅକସ୍ମାତ୍‍ ଭଗ୍ନ ହେବ।
ହିତୋପଦେଶ 6 in ଓଡିଆ ବାଇବେଲ