Text copied!
Bibles in Odia

ହିତୋପଦେଶ 30:25-26 in Odia

Help us?

ହିତୋପଦେଶ 30:25-26 in ଓଡିଆ ବାଇବେଲ

25 ପିମ୍ପୁଡ଼ିଗଣ ଦୁର୍ବଳ ଜାତି, ତଥାପି ଗ୍ରୀଷ୍ମକାଳରେ ଆହାର ସଞ୍ଚୟ କରନ୍ତି।
26 ଶାଫନ୍‍ ଜନ୍ତୁଗଣ ଶକ୍ତିହୀନ ଜାତି, ତଥାପି ସେମାନେ ଶୈଳରେ ଆପଣା ଆପଣା ବସା ନିର୍ମାଣ କରନ୍ତି।
ହିତୋପଦେଶ 30 in ଓଡିଆ ବାଇବେଲ