Text copied!
Bibles in Odia

ହିତୋପଦେଶ 2:6-7 in Odia

Help us?

ହିତୋପଦେଶ 2:6-7 in ଓଡିଆ ବାଇବେଲ

6 ଯେହେତୁ ସଦାପ୍ରଭୁ ଜ୍ଞାନ ଦିଅନ୍ତି, ତାହାଙ୍କ ମୁଖରୁ ଜ୍ଞାନ ଓ ବୁଦ୍ଧି ନିର୍ଗତ ହୁଏ।
7 ସେ ସତ୍‍ ଲୋକଙ୍କ ନିମନ୍ତେ ତତ୍ତ୍ୱଜ୍ଞାନ ସଞ୍ଚୟ କରନ୍ତି, ସେ ସରଳାଚାରୀମାନଙ୍କର ଢାଲ ସ୍ୱରୂପ ଅଟନ୍ତି।
ହିତୋପଦେଶ 2 in ଓଡିଆ ବାଇବେଲ