Text copied!
Bibles in Odia

ହିତୋପଦେଶ 26:3-4 in Odia

Help us?

ହିତୋପଦେଶ 26:3-4 in ଓଡିଆ ବାଇବେଲ

3 ଅଶ୍ୱ ପାଇଁ କୋରଡ଼ା ଗର୍ଦ୍ଦଭ ପାଇଁ ଲଗାମ, ପୁଣି, ମୂର୍ଖର ପିଠି ପାଇଁ ବାଡ଼ି।
4 ମୂର୍ଖକୁ ତାହାର ଅଜ୍ଞାନତାନୁସାରେ ଉତ୍ତର ଦିଅ ନାହିଁ, ଦେଲେ ତୁମ୍ଭେ ମଧ୍ୟ ତାହାର ସମାନ ହେବ।
ହିତୋପଦେଶ 26 in ଓଡିଆ ବାଇବେଲ