Text copied!
Bibles in Odia

ହିତୋପଦେଶ 25:4-5 in Odia

Help us?

ହିତୋପଦେଶ 25:4-5 in ଓଡିଆ ବାଇବେଲ

4 ରୂପାରୁ ଖାଦ କାଢ଼ି ପକାଅ, ତେବେ ସୁନାରୀ ପାଇଁ ଏକ ପାତ୍ର ବାହାର ହେବ।
5 ରାଜାର ସମ୍ମୁଖରୁ ଦୁଷ୍ଟମାନଙ୍କୁ ଦୂର କରିଦିଅ, ଆଉ, ତାହାର ସିଂହାସନ ଧର୍ମରେ ସୁସ୍ଥିର ହେବ।
ହିତୋପଦେଶ 25 in ଓଡିଆ ବାଇବେଲ