Text copied!
Bibles in Odia

ହିତୋପଦେଶ 23:14-15 in Odia

Help us?

ହିତୋପଦେଶ 23:14-15 in ଓଡିଆ ବାଇବେଲ

14 ତୁମ୍ଭେ ତାହାକୁ ବାଡ଼ିରେ ମାରିବ ଓ ପାତାଳରୁ ତାହାର ପ୍ରାଣ ରକ୍ଷା କରିବ।
15 ହେ ମୋହର ପୁତ୍ର, ତୁମ୍ଭର ମନ ଜ୍ଞାନୀ ହେଲେ, ମୋହର, ବିଶେଷରେ ମୋହର ମନ ହୃଷ୍ଟ ହେବ।
ହିତୋପଦେଶ 23 in ଓଡିଆ ବାଇବେଲ