Text copied!
Bibles in Odia

ହିତୋପଦେଶ 22:27-28 in Odia

Help us?

ହିତୋପଦେଶ 22:27-28 in ଓଡିଆ ବାଇବେଲ

27 ଯେବେ ପରିଶୋଧ କରିବାକୁ ତୁମ୍ଭର କିଛି ନ ଥାଏ, ତେବେ ସେ କାହିଁକି ତୁମ୍ଭ ତଳରୁ ତୁମ୍ଭର ଶଯ୍ୟା ନେଇଯିବ ?
28 ତୁମ୍ଭର ପିତୃପୁରୁଷମାନେ ଯେଉଁ ପୁରାତନ ସୀମା ସ୍ଥାପନ କରିଅଛନ୍ତି, ତାହା ଘୁଞ୍ଚାଅ ନାହିଁ।
ହିତୋପଦେଶ 22 in ଓଡିଆ ବାଇବେଲ