Text copied!
CopyCompare
- ହିତୋପଦେଶ - ହିତୋପଦେଶ 20

ହିତୋପଦେଶ 20:23-25

Help us?
Click on verse(s) to share them!
23ନାନା ପ୍ରକାର ବଟଖରା ସଦାପ୍ରଭୁଙ୍କ ଘୃଣାର ବିଷୟ, ପୁଣି, ଅଯଥାର୍ଥ ଦଣ୍ଡି ଭଲ ନୁହେଁ।
24ସଦାପ୍ରଭୁଙ୍କଠାରୁ ମନୁଷ୍ୟର ପାଦଗତି ହୁଏ; ତେଣୁ ମନୁଷ୍ୟ ଆପଣା ବାଟ କିପରି ବୁଝିପାରିବ ?
25ଏହା ପବିତ୍ର ବୋଲି ହଠାତ୍‍ କହିବାର ଓ ମାନତ କଲା ଉତ୍ତାରେ ବିଚାର କରିବାର, ମନୁଷ୍ୟ ପ୍ରତି ଫାନ୍ଦ ସ୍ୱରୂପ।

Read ହିତୋପଦେଶ 20ହିତୋପଦେଶ 20
Compare ହିତୋପଦେଶ 20:23-25ହିତୋପଦେଶ 20:23-25