Text copied!
Bibles in Odia

ହିତୋପଦେଶ 1:19-20 in Odia

Help us?

ହିତୋପଦେଶ 1:19-20 in ଓଡିଆ ବାଇବେଲ

19 ସମସ୍ତ ଧନଲୋଭୀର ଗତି ଏହି; ତାହା ଧନର ଅଧିକାରୀମାନଙ୍କର ପ୍ରାଣ ନାଶ କରେ।
20 ଜ୍ଞାନ ରାସ୍ତାରେ ଉଚ୍ଚସ୍ୱରରେ ଡାକେ; ସେ ଛକ ସ୍ଥାନମାନଙ୍କରେ ଆପଣା ରବ ଶୁଣାଏ;
ହିତୋପଦେଶ 1 in ଓଡିଆ ବାଇବେଲ