Text copied!
Bibles in Odia

ହିତୋପଦେଶ 19:3-4 in Odia

Help us?

ହିତୋପଦେଶ 19:3-4 in ଓଡିଆ ବାଇବେଲ

3 ମନୁଷ୍ୟର ଅଜ୍ଞାନତା ତାହାର ଗତି ଓଲଟାଇ ପକାଏ, ପୁଣି, ତାହାର ମନ ସଦାପ୍ରଭୁଙ୍କ ବିରୁଦ୍ଧରେ ବିରକ୍ତ ହୁଏ।
4 ଧନ ବହୁତ ମିତ୍ର ଲାଭ କରେ; ମାତ୍ର ଦରିଦ୍ର ଲୋକ ଆପଣା ମିତ୍ରଠାରୁ ଭିନ୍ନ ହୁଏ।
ହିତୋପଦେଶ 19 in ଓଡିଆ ବାଇବେଲ