Text copied!
Bibles in Odia

ହିତୋପଦେଶ 19:18-19 in Odia

Help us?

ହିତୋପଦେଶ 19:18-19 in ଓଡିଆ ବାଇବେଲ

18 ଆପଣା ପୁତ୍ରକୁ ଶାସନ କର, କାରଣ ଭରସା ଅଛି; ପୁଣି, ତୁମ୍ଭର ମନ ତାହାର ବିନାଶ ଇଚ୍ଛା ନ କରୁ।
19 ଅତି ରାଗୀ ଲୋକ ଶାସ୍ତି ଭୋଗ କରିବ, ଯେହେତୁ ତୁମ୍ଭେ ତାହାକୁ ଥରେ ଉଦ୍ଧାର କଲେ, ତାହା ତୁମ୍ଭକୁ ପୁନର୍ବାର କରିବାକୁ ହେବ।
ହିତୋପଦେଶ 19 in ଓଡିଆ ବାଇବେଲ