Text copied!
Bibles in Odia

ହିତୋପଦେଶ 19:1-2 in Odia

Help us?

ହିତୋପଦେଶ 19:1-2 in ଓଡିଆ ବାଇବେଲ

1 ଯେଉଁ ଦରିଦ୍ର ଆପଣା ସିଦ୍ଧତାରେ ଚଳେ, ସେ କୁଟିଳୋଷ୍ଠ ଓ ମୂର୍ଖ ଲୋକ ଅପେକ୍ଷା ଭଲ।
2 ମଧ୍ୟ ପ୍ରାଣ ବିଦ୍ୟାହୀନ ହେବାର ଭଲ ନୁହେଁ; ପୁଣି, ଯେ ବେଗ କରି ପାଦ ପକାଏ, ସେ ପାପ କରେ।
ହିତୋପଦେଶ 19 in ଓଡିଆ ବାଇବେଲ