Text copied!
Bibles in Odia

ହିତୋପଦେଶ 18:3-4 in Odia

Help us?

ହିତୋପଦେଶ 18:3-4 in ଓଡିଆ ବାଇବେଲ

3 ଦୁଷ୍ଟ ଆସିଲେ ଅବଜ୍ଞା ଆସେ, ପୁଣି, ଅପମାନ ସଙ୍ଗେ ଦୁର୍ନାମ ଆସେ।
4 ମନୁଷ୍ୟର ମୁଖର ବାକ୍ୟ ଗଭୀର ଜଳ ତୁଲ୍ୟ, ପୁଣି, ଜ୍ଞାନର ଉତ୍ପତ୍ତି ସ୍ଥାନ ଜଳସ୍ରୋତ ସଦୃଶ।
ହିତୋପଦେଶ 18 in ଓଡିଆ ବାଇବେଲ