Text copied!
Bibles in Odia

ହିତୋପଦେଶ 18:18-19 in Odia

Help us?

ହିତୋପଦେଶ 18:18-19 in ଓଡିଆ ବାଇବେଲ

18 ଗୁଲିବାଣ୍ଟ ବିରୋଧ ମେଣ୍ଟଣ କରେ ଓ ବଳବାନମାନଙ୍କୁ ପୃଥକ କରେ।
19 ବିରକ୍ତ ଭ୍ରାତା ଦୃଢ଼ ନଗର ଅପେକ୍ଷା ଦୁର୍ଜେୟ; ଏରୂପ ବିବାଦ ଗଡ଼ର ଅର୍ଗଳ ସ୍ୱରୂପ।
ହିତୋପଦେଶ 18 in ଓଡିଆ ବାଇବେଲ