Text copied!
Bibles in Odia

ହିତୋପଦେଶ 18:14-15 in Odia

Help us?

ହିତୋପଦେଶ 18:14-15 in ଓଡିଆ ବାଇବେଲ

14 ମନୁଷ୍ୟର ଆତ୍ମା ତାହାର ବ୍ୟଥା ସମ୍ଭାଳି ପାରେ; ମାତ୍ର ଭଗ୍ନ ଆତ୍ମାକୁ କିଏ ସହିପାରେ ?
15 ବୁଦ୍ଧିମାନ‍ର ମନ ଜ୍ଞାନ ଉପାର୍ଜ୍ଜନ କରେ; ପୁଣି, ଜ୍ଞାନୀର କର୍ଣ୍ଣ ଜ୍ଞାନ ଖୋଜେ।
ହିତୋପଦେଶ 18 in ଓଡିଆ ବାଇବେଲ