Text copied!
Bibles in Odia

ହିତୋପଦେଶ 14:9-10 in Odia

Help us?

ହିତୋପଦେଶ 14:9-10 in ଓଡିଆ ବାଇବେଲ

9 ଅଜ୍ଞାନମାନେ ଦୋଷକୁ କୌତୁକ ମଣନ୍ତି; ମାତ୍ର ସରଳ ଲୋକମାନଙ୍କ ମଧ୍ୟରେ ଅନୁଗ୍ରହ ଥାଏ।
10 ଅନ୍ତଃକରଣ ଆପଣାର ତିକ୍ତତା ଜାଣେ; ପୁଣି, ଅପରିଚିତ ଲୋକ ତାହାର ଆନନ୍ଦରେ ଭାଗୀ ହୁଏ ନାହିଁ।
ହିତୋପଦେଶ 14 in ଓଡିଆ ବାଇବେଲ