Text copied!
Bibles in Odia

ହିତୋପଦେଶ 14:15-16 in Odia

Help us?

ହିତୋପଦେଶ 14:15-16 in ଓଡିଆ ବାଇବେଲ

15 ନିର୍ବୋଧ ଲୋକ ସବୁ କଥା ବିଶ୍ୱାସ କରେ; ମାତ୍ର ଚତୁର ଲୋକ ଆପଣାର ସବୁ ଗତି ଭଲ କରି ବୁଝେ।
16 ଜ୍ଞାନୀ ଲୋକ ସତର୍କ ଥାଏ ଓ ମନ୍ଦକୁ ଛାଡ଼ି ଦିଏ; ମାତ୍ର ମୂର୍ଖ ଲୋକ ଦାମ୍ଭିକଭାବ ବହି ଦୁଃସାହସୀ ହୁଏ।
ହିତୋପଦେଶ 14 in ଓଡିଆ ବାଇବେଲ