Text copied!
Bibles in Odia

ହିତୋପଦେଶ 11:28-29 in Odia

Help us?

ହିତୋପଦେଶ 11:28-29 in ଓଡିଆ ବାଇବେଲ

28 ଆପଣା ଧନରେ ଯେ ନିର୍ଭର ରଖେ, ସେ ପତିତ ହେବ; ମାତ୍ର ଧାର୍ମିକ ଲୋକ ସତେଜ ପତ୍ର ପରି ପ୍ରଫୁଲ୍ଲ ହେବ।
29 ଆପଣା ପରିବାରକୁ ଯେ ଦୁଃଖ ଦିଏ, ସେ ବାୟୁରୂପ ଅଧିକାର ପାଏ; ପୁଣି, ଅଜ୍ଞାନ ବିଜ୍ଞ ବ୍ୟକ୍ତିର ଦାସ ହେବ।
ହିତୋପଦେଶ 11 in ଓଡିଆ ବାଇବେଲ