Text copied!
Bibles in Odia

ହିତୋପଦେଶ 10:31-32 in Odia

Help us?

ହିତୋପଦେଶ 10:31-32 in ଓଡିଆ ବାଇବେଲ

31 ଧାର୍ମିକର ମୁଖ ଜ୍ଞାନ ଜନ୍ମାଏ, ମାତ୍ର କୁଟିଳବାଦୀ ଜିହ୍ୱା ଉଚ୍ଛିନ୍ନ ହେବ।
32 ଧାର୍ମିକର ଓଷ୍ଠାଧର ତୁଷ୍ଟିକର କଥା ଜାଣେ, ମାତ୍ର ଦୁଷ୍ଟର ମୁଖ କୁଟିଳ କଥା କହେ।
ହିତୋପଦେଶ 10 in ଓଡିଆ ବାଇବେଲ