Text copied!
Bibles in Odia

ହିତୋପଦେଶ 10:28-29 in Odia

Help us?

ହିତୋପଦେଶ 10:28-29 in ଓଡିଆ ବାଇବେଲ

28 ଧାର୍ମିକର ଆଶା ଆନନ୍ଦଜନକ ହେବ, ମାତ୍ର ଦୁଷ୍ଟର ଭରସା କ୍ଷୟ ପାଇବ।
29 ସଦାପ୍ରଭୁଙ୍କ ପଥ ସରଳାଚାରୀମାନଙ୍କ ପ୍ରତି ଦୃଢ଼ ଗଡ଼; ମାତ୍ର କୁକର୍ମକାରୀମାନଙ୍କ ପ୍ରତି ତାହା ବିନାଶଜନକ।
ହିତୋପଦେଶ 10 in ଓଡିଆ ବାଇବେଲ