Text copied!
Bibles in Odia

ହିତୋପଦେଶ 10:15-16 in Odia

Help us?

ହିତୋପଦେଶ 10:15-16 in ଓଡିଆ ବାଇବେଲ

15 ଧନୀର ଧନ ତାହାର ଦୃଢ଼ ନଗର, ଦରିଦ୍ରମାନଙ୍କ ଦରିଦ୍ରତା ସେମାନଙ୍କର ବିନାଶ।
16 ଧାର୍ମିକର ପରିଶ୍ରମ ଜୀବନଜନକ, ପୁଣି, ଅଧାର୍ମିକର ଆୟ ପାପଜନକ।
ହିତୋପଦେଶ 10 in ଓଡିଆ ବାଇବେଲ