Text copied!
Bibles in Odia

ଯୋହନ 7:43-44 in Odia

Help us?

ଯୋହନ 7:43-44 in ଓଡିଆ ବାଇବେଲ

43 ତେଣୁ ଲୋକସମୂହ ମଧ୍ୟରେ ତାହାଙ୍କ ହେତୁ ମତଭେଦ ଘଟିଲା;
44 ଆଉ, ସେମାନଙ୍କ ମଧ୍ୟରୁ କେହି କେହି ତାହାଙ୍କୁ ଧରିବାକୁ ଇଚ୍ଛା କରୁଥିଲେ, କିନ୍ତୁ କେହି ତାହାଙ୍କ ଉପରେ ହାତ ଦେଲେ ନାହିଁ ।
ଯୋହନ 7 in ଓଡିଆ ବାଇବେଲ