Text copied!
Bibles in Odia

ଯୋହନ 14:21 in Odia

Help us?

ଯୋହନ 14:21 in ଓଡିଆ ବାଇବେଲ

21 ଯେ ମୋହର ଆଜ୍ଞାସବୁ ଗ୍ରହଣ କରି ପାଳନ କରେ, ସେହି ତ ମୋତେ ପ୍ରେମ କରେ, ଆଉ ଯେ ମୋତେ ପ୍ରେମ କରେ, ମୋହର ପିତା ତାହାକୁ ପ୍ରେମ କରିବେ, ପୁଣି, ମୁଁ ତାହାକୁ ପ୍ରେମ କରିବି ଓ ତାହା ନିକଟରେ ଆପଣାକୁ ପ୍ରକାଶ କରିବି ।
ଯୋହନ 14 in ଓଡିଆ ବାଇବେଲ