Text copied!
Bibles in Odia

ଯିହୋଶୂୟ 4:9 in Odia

Help us?

ଯିହୋଶୂୟ 4:9 in ଓଡିଆ ବାଇବେଲ

9 ଆହୁରି ଯେଉଁ ସ୍ଥାନରେ ନିୟମ-ସିନ୍ଦୁକବାହକ ଯାଜକଗଣର ଚରଣ ସ୍ଥଗିତ ଥିଲା, ଯର୍ଦ୍ଦନର ସେହି ସ୍ଥାନରେ ଯିହୋଶୂୟ ବାରଗୋଟି ପ୍ରସ୍ତର ସ୍ଥାପନ କଲେ; ସେସବୁ ଆଜି ପର୍ଯ୍ୟନ୍ତ ସେହି ସ୍ଥାନରେ ଅଛି।
ଯିହୋଶୂୟ 4 in ଓଡିଆ ବାଇବେଲ