Text copied!
Bibles in Odia

ଯିଶାଇୟ 10:7 in Odia

Help us?

ଯିଶାଇୟ 10:7 in ଓଡିଆ ବାଇବେଲ

7 ତଥାପି ତାହାର ଅଭିପ୍ରାୟ ସେହିପରି ନୁହେଁ, କିଅବା ତାହାର ହୃଦୟ ସେହିପରି ଭାବେ ନାହିଁ; ମାତ୍ର ବିନାଶ କରିବାକୁ ଓ ଅନେକ ଗୋଷ୍ଠୀଙ୍କୁ ଉଚ୍ଛିନ୍ନ କରିବାକୁ ତାହାର ହୃଦୟରେ ଅଛି।
ଯିଶାଇୟ 10 in ଓଡିଆ ବାଇବେଲ