Text copied!
Bibles in Odia

ଯିଶାଇୟ 10:16 in Odia

Help us?

ଯିଶାଇୟ 10:16 in ଓଡିଆ ବାଇବେଲ

16 ଏହେତୁ ପ୍ରଭୁ ସୈନ୍ୟାଧିପତି ସଦାପ୍ରଭୁ ତାହାର ସ୍ଥୂଳକାୟ ଲୋକମାନଙ୍କ ମଧ୍ୟରେ କ୍ଷୀଣତା ପଠାଇବେ ଓ ତାହାର ପ୍ରତାପର ତଳେ ଅଗ୍ନିଦାହ ତୁଲ୍ୟ ଦାହ ହେବ।
ଯିଶାଇୟ 10 in ଓଡିଆ ବାଇବେଲ