Text copied!
Bibles in Odia

ବିଚାରକର୍ତ୍ତା 3:21-22 in Odia

Help us?

ବିଚାରକର୍ତ୍ତା 3:21-22 in ଓଡିଆ ବାଇବେଲ

21 ତେବେ ଏହୂଦ ଆପଣା ବାମ ହସ୍ତ ବଢ଼ାଇ ଦକ୍ଷିଣ ଜଙ୍ଘରୁ ଖଡ୍ଗ ନେଇ ତାହାର ପେଟ ଭୁସିଲେ;
22 ତହିଁରେ ଖଡ୍ଗ ସହିତ ମୁଠା ମଧ୍ୟ ପଶିଗଲା, ଆଉ ଖଡ୍ଗ ଚର୍ବିରେ ଲାଖି ରହିବାରୁ ସେ ତାହା ପେଟରୁ ବାହାର କଲେ ନାହିଁ ଓ ଖଡ୍ଗ ପଛଭାଗରେ ବାହାରିଲା।
ବିଚାରକର୍ତ୍ତା 3 in ଓଡିଆ ବାଇବେଲ