Text copied!
Bibles in Odia

ପ୍ରେରିତ 19:7-8 in Odia

Help us?

ପ୍ରେରିତ 19:7-8 in ଓଡିଆ ବାଇବେଲ

7 ସେମାନେ ସମସ୍ତେ ପ୍ରାୟ ବାର ଜଣ ପୁରୁଷ ଥିଲେ ।
8 ପରେ ସେ ସମାଜଗୃହରେ ପ୍ରବେଶ କରି ତିନି ମାସ ପର୍ଯ୍ୟନ୍ତ ସାହସ ସହିତ ଈଶ୍ୱରଙ୍କ ରାଜ୍ୟ ବିଷୟରେ ଉପଦେଶ ଦେଇ ବିଶ୍ୱାସ ଜନ୍ମାଇବାକୁ ଚେଷ୍ଟା କରିବାକୁ ଲାଗିଲେ ।
ପ୍ରେରିତ 19 in ଓଡିଆ ବାଇବେଲ