Text copied!
Bibles in Odia

ପ୍ରେରିତ 10:42 in Odia

Help us?

ପ୍ରେରିତ 10:42 in ଓଡିଆ ବାଇବେଲ

42 ଆଉ ଲୋକମାନଙ୍କ ନିକଟରେ ପ୍ରଚାର କରିବାକୁ, ପୁଣି, ମୃତ ଓ ଜୀବିତମାନଙ୍କର ବିଚାରକର୍ତ୍ତା ହେବା ନିମନ୍ତେ ଈଶ୍ୱର ତାହାଙ୍କୁ ନିଯୁକ୍ତ କରିଅଛନ୍ତି ବୋଲି ସାକ୍ଷ୍ୟ ଦେବାକୁ ସେ ଆମ୍ଭମାନଙ୍କୁ ଆଜ୍ଞା ଦେଲେ ।
ପ୍ରେରିତ 10 in ଓଡିଆ ବାଇବେଲ