Text copied!
Bibles in Odia

ପ୍ରଥମ ରାଜାବଳୀ 9:22 in Odia

Help us?

ପ୍ରଥମ ରାଜାବଳୀ 9:22 in ଓଡିଆ ବାଇବେଲ

22 ମାତ୍ର ଇସ୍ରାଏଲ-ସନ୍ତାନଗଣଙ୍କ ମଧ୍ୟରୁ ଶଲୋମନ କାହାକୁ ଦାସ କଲେ ନାହିଁ; ସେମାନେ ଯୋଦ୍ଧା ଓ ତାଙ୍କ ରାଜଭୃତ୍ୟ, ତାଙ୍କ ଅଧିପତି, ତାଙ୍କର ସେନାପତି, ତାଙ୍କ ରଥ ଓ ଅଶ୍ୱାରୋହୀମାନଙ୍କ ଉପରେ ଅଧ୍ୟକ୍ଷ ଥିଲେ।
ପ୍ରଥମ ରାଜାବଳୀ 9 in ଓଡିଆ ବାଇବେଲ