Text copied!
Bibles in Odia

ପ୍ରଥମ ରାଜାବଳୀ 18:2-3 in Odia

Help us?

ପ୍ରଥମ ରାଜାବଳୀ 18:2-3 in ଓଡିଆ ବାଇବେଲ

2 ଏଥିରେ ଏଲୀୟ ଆହାବଙ୍କୁ ଦେଖା ଦେବା ପାଇଁ ଗମନ କଲେ। ସେହି ସମୟରେ ଶମରୀୟାରେ ପ୍ରବଳ ଦୁର୍ଭିକ୍ଷ ହୋଇଥିଲା।
3 ଏଣୁ ଆହାବ ରାଜଗୃହର ଅଧ୍ୟକ୍ଷ ଓବଦୀୟକୁ ଡକାଇଲେ। (ସେହି ଓବଦୀୟ ସଦାପ୍ରଭୁଙ୍କୁ ଅତିଶୟ ଭୟ କରିଥିଲା।
ପ୍ରଥମ ରାଜାବଳୀ 18 in ଓଡିଆ ବାଇବେଲ