Text copied!
Bibles in Odia

ପରମ ଗୀତ 4:11 in Odia

Help us?

ପରମ ଗୀତ 4:11 in ଓଡିଆ ବାଇବେଲ

11 ହେ ମୋହର କନ୍ୟା, ତୁମ୍ଭ ଓଷ୍ଠାଧରରୁ ମଧୁଚାକ ପରି ଟୋପା ଟୋପା କ୍ଷରେ; ମଧୁ ଓ ଦୁଗ୍ଧ ତୁମ୍ଭ ଜିହ୍ୱା ତଳେ ଥାଏ; ତୁମ୍ଭ ବସ୍ତ୍ରର ସୁଗନ୍ଧ ଲିବାନୋନର ସୁଗନ୍ଧ ତୁଲ୍ୟ।
ପରମ ଗୀତ 4 in ଓଡିଆ ବାଇବେଲ