Text copied!
Bibles in Odia

ଦ୍ୱିତୀୟ ରାଜାବଳୀ 15:25 in Odia

Help us?

ଦ୍ୱିତୀୟ ରାଜାବଳୀ 15:25 in ଓଡିଆ ବାଇବେଲ

25 ଆଉ ରମଲୀୟଙ୍କର ପୁତ୍ର ପେକହ ନାମକ ତାଙ୍କର ସେନାପତି ତାଙ୍କ ବିରୁଦ୍ଧରେ ଚକ୍ରାନ୍ତ କରି ତାଙ୍କୁ ଓ ତାଙ୍କ ସଙ୍ଗେ ଅର୍ଗୋବ ଓ ଅରୀୟିକୁ ଶମରୀୟାସ୍ଥ ରାଜଗୃହର ଦୁର୍ଗରେ ଆଘାତ କଲେ। ପୁଣି ତାଙ୍କ ସଙ୍ଗେ ପଚାଶ ଜଣ ଗିଲୀୟଦୀୟ ଲୋକ ଥିଲେ; ଆଉ ସେ ତାଙ୍କୁ ବଧ କରି ତାଙ୍କ ପଦରେ ରାଜ୍ୟ କଲେ।
ଦ୍ୱିତୀୟ ରାଜାବଳୀ 15 in ଓଡିଆ ବାଇବେଲ