Text copied!
Bibles in Odia

ଗୀତସଂହିତା 8:6-7 in Odia

Help us?

ଗୀତସଂହିତା 8:6-7 in ଓଡିଆ ବାଇବେଲ

6 ତୁମ୍ଭେ ଆପଣା ହସ୍ତକୃତ ସକଳ କର୍ମ ଉପରେ ତାହାକୁ କର୍ତ୍ତୃତ୍ୱ ଦେଇଅଛ; ତୁମ୍ଭେ ତାହାର ପଦ ତଳେ ସମୁଦାୟ ବିଷୟ ରଖିଅଛ;
7 ଗୋମେଷାଦିସକଳ, ହଁ, ବନ୍ୟ ପଶୁଗଣ;
ଗୀତସଂହିତା 8 in ଓଡିଆ ବାଇବେଲ