Text copied!
Bibles in Odia

ଗୀତସଂହିତା 89:16-17 in Odia

Help us?

ଗୀତସଂହିତା 89:16-17 in ଓଡିଆ ବାଇବେଲ

16 ସେମାନେ ସାରାଦିନ ତୁମ୍ଭ ନାମରେ ଆନନ୍ଦ କରନ୍ତି ଓ ତୁମ୍ଭ ଧାର୍ମିକତାରେ ସେମାନେ ଉନ୍ନତ ହୁଅନ୍ତି।
17 କାରଣ ତୁମ୍ଭେ ସେମାନଙ୍କ ବଳର ଗୌରବ ସ୍ୱରୂପ; ପୁଣି, ତୁମ୍ଭ ଅନୁଗ୍ରହରେ ଆମ୍ଭମାନଙ୍କ ଶୃଙ୍ଗ ଉନ୍ନତ ହେବ।
ଗୀତସଂହିତା 89 in ଓଡିଆ ବାଇବେଲ