Text copied!
Bibles in Odia

ଗୀତସଂହିତା 78:40-41 in Odia

Help us?

ଗୀତସଂହିତା 78:40-41 in ଓଡିଆ ବାଇବେଲ

40 ସେମାନେ ପ୍ରାନ୍ତର ମଧ୍ୟରେ କେତେ ଥର ତାହାଙ୍କର ବିଦ୍ରୋହୀ ହେଲେ ଓ ମରୁଭୂମିରେ ତାହାଙ୍କୁ ଅସନ୍ତୁଷ୍ଟ କଲେ।
41 ସେମାନେ ପୁନର୍ବାର ବିମୁଖ ହୋଇ ପରମେଶ୍ୱରଙ୍କୁ ପରୀକ୍ଷା କଲେ ଓ ଇସ୍ରାଏଲର ଧର୍ମସ୍ୱରୂପଙ୍କୁ ବିରକ୍ତ କଲେ।
ଗୀତସଂହିତା 78 in ଓଡିଆ ବାଇବେଲ