Text copied!
Bibles in Odia

ଗୀତସଂହିତା 66:2-3 in Odia

Help us?

ଗୀତସଂହିତା 66:2-3 in ଓଡିଆ ବାଇବେଲ

2 ତାହାଙ୍କ ନାମର ମହିମା କୀର୍ତ୍ତନ କର; ତାହାଙ୍କ ପ୍ରଶଂସାକୁ ଗୌରବାନ୍ୱିତ କର।
3 ପରମେଶ୍ୱରଙ୍କୁ କୁହ, “ତୁମ୍ଭ କର୍ମସକଳ କିପରି ଭୟଙ୍କର ! ତୁମ୍ଭ ପରାକ୍ରମର ମହତ୍ତ୍ୱ ଦ୍ୱାରା ତୁମ୍ଭ ଶତ୍ରୁଗଣ ଆପେ ତୁମ୍ଭର ବଶୀଭୂତ ହେବେ।”
ଗୀତସଂହିତା 66 in ଓଡିଆ ବାଇବେଲ