Text copied!
Bibles in Odia

ଗୀତସଂହିତା 5:9 in Odia

Help us?

ଗୀତସଂହିତା 5:9 in ଓଡିଆ ବାଇବେଲ

9 କାରଣ ସେମାନଙ୍କ ମୁଖରେ କିଛି ବିଶ୍ୱସ୍ତତା ନାହିଁ; ସେମାନଙ୍କ ଅନ୍ତଃକରଣ ଦୁଷ୍ଟତାମୟ; ସେମାନଙ୍କ ଗଳାର ନଳୀ ଅନାବୃତ କବର ସ୍ୱରୂପ; ସେମାନେ ଜିହ୍ୱାରେ ଚାଟୁବାଦ କରନ୍ତି।
ଗୀତସଂହିତା 5 in ଓଡିଆ ବାଇବେଲ