Text copied!
Bibles in Odia

ଗୀତସଂହିତା 39:8-9 in Odia

Help us?

ଗୀତସଂହିତା 39:8-9 in ଓଡିଆ ବାଇବେଲ

8 ମୋହର ସକଳ ଅଧର୍ମରୁ ମୋତେ ଉଦ୍ଧାର କର; ମୋତେ ମୂର୍ଖ ଲୋକର ନିନ୍ଦାପାତ୍ର କର ନାହିଁ।
9 ମୁଁ ଘୁଙ୍ଗା ହୋଇଥିଲି, ମୁଁ ଆପଣା ମୁଖ ଫିଟାଇଲି ନାହିଁ; କାରଣ ତୁମ୍ଭେ ତାହା କଲ।
ଗୀତସଂହିତା 39 in ଓଡିଆ ବାଇବେଲ