Text copied!
Bibles in Odia

ଗୀତସଂହିତା 38:9-10 in Odia

Help us?

ଗୀତସଂହିତା 38:9-10 in ଓଡିଆ ବାଇବେଲ

9 ହେ ପ୍ରଭୁ, ମୋହର ସକଳ ବାଞ୍ଛା ତୁମ୍ଭ ସମ୍ମୁଖରେ ଅଛି ଓ ମୋହର କାତରୋକ୍ତି ତୁମ୍ଭଠାରୁ ଗୁପ୍ତ ନୁହେଁ।
10 ମୋହର ହୃଦୟ ଧୁକ୍‍ଧୁକ୍‍ କରୁଅଛି, ମୋହର ବଳ କ୍ଷୀଣ ହେଉଅଛି; ମୋହର ଚକ୍ଷୁର ତେଜ ମଧ୍ୟ ମୋ’ଠାରୁ ଗଲାଣି।
ଗୀତସଂହିତା 38 in ଓଡିଆ ବାଇବେଲ