Text copied!
Bibles in Odia

ଗୀତସଂହିତା 28:7 in Odia

Help us?

ଗୀତସଂହିତା 28:7 in ଓଡିଆ ବାଇବେଲ

7 ସଦାପ୍ରଭୁ ମୋହର ବଳ ଓ ମୋହର ଢାଲ; ମୋହର ଅନ୍ତଃକରଣ ତାହାଙ୍କଠାରେ ଭରସା ରଖିଅଛି ଓ ମୁଁ ସାହାଯ୍ୟ ପାଇଅଛି; ଏହେତୁ ମୋ’ ଅନ୍ତଃକରଣ ଅତ୍ୟନ୍ତ ଉଲ୍ଲାସ କରୁଅଛି; ଆଉ, ମୁଁ ନିଜ ଗୀତରେ ତାହାଙ୍କର ପ୍ରଶଂସା କରିବି।
ଗୀତସଂହିତା 28 in ଓଡିଆ ବାଇବେଲ